Spread the love

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି କୃଷକ। ନୂଆ ଆଶା ନେଇ ଚଷାପୁଅ ଅଖିମୁଠି ଅନୁକୂଳ କରିଛନ୍ତି। ରାଜ୍ୟସାରା ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି କୃଷକ। କିନ୍ତୁ, କନ୍ଧମାଳରେ ଚାଷୀଙ୍କ ପାଖରେ ବିହନ ପହଞ୍ଚି ପାରିଲାନି। ଆଉ ଦୁଇ ତିନି ଦିନ ମଧ୍ୟରେ ବିହନ ଆସି ପହଞ୍ଚିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here