Air India. (File Photo: IANS)
Spread the love

ନୂଆଦିଲ୍ଲୀ
ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତି ତେବା ଲାଗି ସରକାର ଲକଡାଉନକୁ କିଛି କୋହଳ କରିଛନ୍ତି । ଏହା ସହିତ ଆସନ୍ତା ୨୫ରୁ ଘରୋଇ ବିମାନ ଉଡାଣ କରିବ ବୋଲି ଘୋଷଣା କରାଯାଇଛି । ତେବେ ଅଗଷ୍ଟ ମାସ ପୂର୍ବରୁ ଅନ୍ତର୍ଜାତୟ ଉଡାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂହ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବି ନାହିଁ । ଯଦି କେହି ଅଗଷ୍ଟ-ସେପ୍ଟେମ୍ବରରେ ଚାଲୁ ହେବ ବୋଲି କୁହନ୍ତି ତେବେ ି ତାହା ପୂର୍ବରୁ କାହିଁକି ହେବନି ବୋଲି ସେ ପ୍ରଶ୍ନ କରଛନ୍ତି । ତେବେ ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ କିଛି ଅନ୍ତର୍ଜାତୀୟ ବିମାନ ଉଡାଣ ହେବ ବୋଲି ସେ ଆଶାବଦୀ ଥିବା କହଛନ୍ତି ।

LEAVE A REPLY

Please enter your comment!
Please enter your name here