Spread the love

କେନ୍ଦ୍ରାପଡା : ଅମ୍ପନର ତାଣ୍ଡବ ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ଅନୁଭୂତ ହୋଇଥିବା ବେଳେ ଜଣେ ଗର୍ଭବତୀ ମହିଳା ଅଗ୍ନିଶମ ବିଭାଗ ଗାଡିରେ ପିଲା ଜନ୍ମ ଦେଇଛନ୍ତି । ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଜହ୍ନରା ଗାଁରେ ଘଟିଛି । ମହିଳା ଜଣଙ୍କୁ ଅଗ୍ନିଶମ ଗାଡ଼ିରେ ମହାକାଳପଡ଼ା ସ୍ଥିତ ଡାକ୍ତରଖାନା କୁ ନିଆଯାଉଥିବା ବେଳେ ବାଟରେ ଗଛ ପଡ଼ିଥିବାରୁ ଗାଡିଟି ଆଗକୁ ଯାଇ ପାରି ନଥିଲା । ଫଳରେ ସେଠାରେ ହିଁ ମହିଳା ଜଣଙ୍କର ପିଲା ଜନ୍ମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here