Spread the love

ୱାଶିଂଟନ:ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅଢେଇ ଲକ୍ଷ ପାର କରିଛି । ସମଗ୍ର ବିଶ୍ୱରେ ମୋଟ ୩୬,୦.୭୬୦ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୨,୫୧,୯୧୦ରେ ପହଞ୍ଚିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆମେରିକାରେ ୧୧,୮.୬୩୪ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୬୮,୯୩୪ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନରେ ୨,୧.୬୩୪, ଇଟାଲିରେ ୨,୧.୯୩୮, ଇଂଲଣ୍ଡରେ ୧,୯.୮୩୨, ଫ୍ରାନ୍ସରେ ୧,୬.୫୮୩, ଜର୍ମାନୀରେ ୧,୬.୧୯୯ ଓ ଋଷିଆରେ ୧,୫.୩୭୦ ଜଣ ଆକ୍ରାନ୍ତ ଅଛନ୍ତି । ଉକ୍ତ ରାଷ୍ଟ୍ର ଗୁଡ଼ିକରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୫,୪୨. ୨୯,୦୭. ୨୮,୮୦. ୨୫,୨୦. ୬,୯୯୩ ଓ ୧,୪୫୧ ରହିଛି ।

LEAVE A REPLY

Please enter your comment!
Please enter your name here