Spread the love

ଭୁବନେଶ୍ୱର : ଅନଲାଇନରେ ମଦ କିଣିବାକୁ ଯାଇ ଜଣେ ଇଂଜିନିୟର ୮୦ ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି । ଏ ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here