Spread the love

ନୂଆଦିଲ୍ଲୀ
ଜାମ୍ମ୍‌କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀର ଯବାନମାନେ ବିଫଳ କରିଦେଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ରାଜୋରୀ ଜିଲ୍ଲାର ନୌସେରା ସେକ୍ଟରକୁ ଲାଗି ରହିଥିବା କଲାଲ ଅଞ୍ଚଳର ଏଲଓସି ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି । ସୁରକ୍ଷା ବାହିନୀ ସୀମା ଉପରେ ସତର୍କ ଦୃଷ୍ଟି ରଖିଛି ଏବଂ ଉକ୍ତ ଅଞ୍ଚଳର ସୁରକ୍ଷାକୁ ବୃଦ୍ଧି କରିଛି । ଏହ ଉପରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here