Spread the love

କଟକ : ଅନଲାଇନରେ ମଦ ବିକ୍ରି ଲାଗି ଶନିବାର ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ କଟକ ମଦ ଦୋକାନ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଅନଲାଇନରେ ମଦ ବିକ୍ରି ହେବା ଛଡ଼ା ଦୋକାନ ଖୋଲା ରଖି ମଦ ବିକ୍ରିକୁ ସରକାର ଅନୁମତି ଦିଅନ୍ତୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି । ସରକାର ସବୁ କ୍ଷେତ୍ରକୁ ଖୋଲିବାକୁ ଉଦ୍ୟମ କରୁଥବା ବେଳେ ମଦ ଦୋକାନ ଖୋଲିବାରେ ଅସୁବିଧା କେଉଁଠି ରହିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here