Spread the love

ମୁମ୍ବାଇ : ଫିଲ୍ମ ଅଭିନେତା କିରଣ କୁମାର ମହାମାରୀ କରୋନା ରୋଗରେ ଆକ୍ରାନ୍ତ ହେବ ଖବର ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ତେବେ ସେ କିଭଳି ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ଜଣା ପଡ଼ିନାହିଁ । ଏହି ଖବର ଏବେ ସମଗ୍ର ବଲିଉଡ଼ରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କୁ ସ୍ୱତନ୍ତ୍ର କୋଭିଡ଼-୧୯ ହାସପାତାଳରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here