Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶୁକ୍ରବାର ଘୋଷଣା କରିଥିବା ଅମ୍ପନ ବାତ୍ୟା କ୍ଷୟକ୍ଷତି ବାବଦକୁ ୫ଶହ କୋଟି ଟଙ୍କାର ଅଗ୍ରୀମ ରାଶି ଶନିବାର ରାଜ୍ୟକୁ ମିଳିଯାଇଛି । କୌଣସି ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ରାଶି ଏତେ ଶୀଘ୍ର ଆଜି ଯାଏଁ ରାଜ୍ୟକୁ ମିଳିନଥିବା ବେଳେ କେନ୍ଦ୍ର କିଭିଳ ଏହା ଦେଲା ସେ ନେଇ ବିଭିନ୍ନ ମହଲରେ ନାନା କଥା ଶୁଣିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମଧ୍ୟରେ ଉତ୍ତମ ସଂପର୍କ ଏଥିପାଇଁ ମୁଖ୍ୟତଃ କାର୍ଯ୍ୟ କରିଥିବା ରାଜନୀତିଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here