Spread the love

ନୁଆଦିଲ୍ଲୀ: ଚୀନର ବିସ୍ତାରବାଦୀ ନୀତିକୁ ନଜରରେ ରଖି ଭାରତ ଅରୂଣାଂଚଳ ପ୍ରଦେଶରେ ଏକ ସବୁଦିନିଆ ସାମରିକ ପୋଲ ଉଦ୍ଘାଟନ କରିଛି । ଏହା ୬୦ ଟନ୍ ଓଜନର ଭାରୀ ସାମଗ୍ରୀ ପରିବହନ କରିବାକୁ ସକ୍ଷମ ବୋଲି କୁହାଯାଉଛି । ୨୦୧୭ରେ ଡୋକ୍ଲାମ୍ ଘଟଣା ପରେ ଭାରତ ପକ୍ଷରୁ ଚୀନ୍ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଡୋକ୍ଲାମ୍ ନିକଟରେ ଅବସ୍ଥିତ ଏହି ପୋଲ ଦ୍ୱାରା ଭାରତ ସୈନ୍ୟ ଓ ଭାରୀ କମାଣ ଇତ୍ୟାଦିକୁ ସହଜରେ ପରିବହନ କରିପାରିବ ।

LEAVE A REPLY

Please enter your comment!
Please enter your name here