Spread the love

ନୁଆଦିଲ୍ଲୀ: ଅର୍ଜୁନ ପୁରସ୍କାର ପାଇଁ ଦୌଡ଼ରାଣୀ ଦୁତୀ ଚାନ୍ଦଙ୍କ ନାମ ଓଡ଼ିଶା ସରକାର ଏଏଫଆଇକୁ ସୁପାରିଶ କରିଛନ୍ତି । ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖେଳରତ୍ନ ପାଇଁ ରୋହିତ ଶର୍ମା ଓ ଏଏଫଆଇ ପକ୍ଷରୁ ଆଥଲେଟ ନୀରଜ ଚୋପ୍ରାଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here