Spread the love

ନୂଆଦିଲ୍ଲୀ : ୩ଥର ଅଲମ୍ପିକ ହକିରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରିଥିବା ପ୍ରଖ୍ୟାତ ହକି ତାରକା ବଲବିର ସିଂହଙ୍କର ୯୬ ବର୍ଷରେ ପରଲୋକ ଘଟିଛି । ବଲବିରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ବହୁ ନେତା ଖେଳାଳି ଗଭୀର ଶୋକ ପ୍ରକାଶ କରିଛନ୍ତି । ବଲବିର ଦୁଇ ସପ୍ତାହ ତଳେ ହୃଦଘାତରେ ପୀଡ଼ିତ ହୋଇ ମହାଳି ସ୍ଥିତ ଏକ ହାସପାତାଳରେ ଭର୍ତ୍ତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here