Spread the love

ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମଆର)ର ଜଣେ ବରିଷ୍ଠ ବୈଜ୍ଞାନିକ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ଏହା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଆଇସିଏମଆର କୋଠାକୁ ସାନିଟାଇଜ କରାଯାଇଛି । ସମ୍ପୃକ୍ତ ବୈଜ୍ଞାନିକ ଜଣକ ମୁମ୍ବାଇରୁ କିଛି ଦିନ ପୂର୍ବେ ଦିଲ୍ଲୀ ଆସିଥିଲେ ଓ ରବିବାର ସକାଳେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ସମ୍ପୃକ୍ତ ବୈଜ୍ଞାନିକ ଗତ ସପ୍ତାହରେ ଏକ ବୈଠକରେ ଯୋଗ ଦେଇଥିଲେ । ଯେଉଁଥିରେ ଆଇସିଏମଆରର ମହାନିଦେ୍ର୍ଦଶକ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here