Spread the love

ଭୁବନେଶ୍ୱର; ରାଜ୍ୟରେ ରବିବାର ଅପରାହ୍ନରେ ପୁଣି ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଭଦ୍ରକରେ ୬ ଓ ଯାଜପୁରରେ ଜଣ ଅଛନ୍ତି । ଫଳରେ ଯାଜପୁରରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୫୯ ଓ ଭଦ୍ରକରେ ୩୧ରେ ପହଞ୍ଚିଛି । ରବିବାର ମଧ୍ୟାହ୍ନ ସୁଦ୍ଧା ୫୮ ଜଣ ଚିହ୍ନଟ ହୋଇଥିଲେ । ଏଥିସହ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here