Spread the love

ଯାଜପୁର: ରାଜ୍ୟରେ ଆଉ ୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି l ସେମାନେ ସମସ୍ତେ ଯାଜପୁର ଜ଼ିଲ୍ଲାର ବୋଲି ଜଣାପଡିଛି l ଏହାକୁ ମିଶାଇ ଜ଼ିଲ୍ଲାରେ ମୋଟ ୧୭ଜଣ ସୁସ୍ଥ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here