Spread the love

ଭୁବନେଶ୍ୱର : ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ ଦ୍ୱାରା ଅପରାହ୍ନରେ ସୂଜନା ଦିୟଆଯାଇଛି । ସମସ୍ତ ରୋଗୀ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଏଥିରେ ଜଣେ ଯୁବତୀ ରହିଛନ୍ତି । ଦୁଇଜଣ ତିହିଡ଼ି ବ୍ଲକର ହୋଇଥିବା ବେଳେ ଆଉ ଦୁଇଜଣ ଧାମନଗର ଅଛନ୍ତି । ଫଳରେ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here