Spread the love

ଭୁବନେଶ୍ୱର
ରାଜ୍ୟର ଆଉ ୫୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୪୦, ଜଗତସିଂହପୁରର ୫, ମୟୁରଭଞ୍ଜର ୪, ଭୁବନେଶ୍ୱରର ୩, ବଲାଙ୍ଗୀରର ୨ ଜଣ, ସୁନ୍ଦରଗଡ, ବାଲେଶ୍ୱର ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲାରେ ଏବେ କୌଣସି ସକ୍ରିୟ ମାମଲା ନାହିଁ । ଏବେ ସୁଦ୍ଧା ରାଜ୍ୟର ୨୭୭ ଜଣ ସୁସ୍ଥ ହୋଇ ଘରକ ଫେରିଲେଣି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here