Spread the love

କଟକ ; ଗୋଟିଏ ପଟେ ଦିନକରେ ୮୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ ଚିକିତ୍ସିତ ରୋଗୀ ଶନିବାର ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏ ଯାଏଁ ୪୯୭( ମହାରାଷ୍ଟ୍ର ରୋଗୀଙ୍କୁ ଛାଡ଼ି ) ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟକୁ ବାହାରୁ ଫେରିଥିବା ଶ୍ରମିକମାନେ ଏବେ ମୁଖ୍ୟତଃ କରୋନାରେ ଆକ୍ରାନ୍ତ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here