Spread the love

କଟକ:
ବାତ୍ୟା ଅମ୍ଫାନ ଲାଗି ଆଜି ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଛି । ଏଥି ଯୋଗୁଁ ଆଜି ହେବାକୁ ଥିବା ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଏହି ମାମଲା ଗୁଡ଼ିକର ଶୁଣାଣି ଗୁରୁବାର ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here