Spread the love

ହାଇଦ୍ରାବାଦ: ଆବୁଧାବିରୁ ଜଣେ ଭାରତୀୟ ବ୍ୟବସାୟୀ ଦୁଇ ମିଲିୟନ ଦିରହାମ ବା ୬ କୋଟି ୧୫ ଲକ୍ଷ ଟଙ୍କା ଠକି ଭାରତକୁ ପଳାଇ ଆସିଥିବା ଜଣାପଡ଼ିଛି । ଯୋଗେଶ ଭାରିଆବା ନାମକ ଏହି ବ୍ୟବସାୟୀ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଏହି ଅର୍ଥ ଠକିଥିବା କୁହାଯାଉଛି । ସେ ବନେ୍ଦ ଭାରତ ବିମାନରେ ଲୁଚିକରି ଭାରତ ପଳାଇ ଆସିବା ପରେ ସେଠାକାର ଅଧିକାରୀ ମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏହା ଲୋକଲୋଚନକୁ ଆସିଛି ।

LEAVE A REPLY

Please enter your comment!
Please enter your name here