Spread the love

ୱାଶିଂଟନ: ଆମେରିକାରେ କରୋନା ତାଣ୍ଡବ ଅବ୍ୟାହତ ରହିଛି । ଏବେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ଲକ୍ଷ ୫୭ହଜାର ୪୫୦ରେ ପହଞ୍ଚଥିଲା ବେଳେ ମୃତ୍ୟୁ ସଂଖ୍ୟା ୨,୩୮, ୯୫୦ ରହିଛି । ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୪,୧୬୧ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୬୫,୦୬୮ରେ ପହଞ୍ଚିଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୩୫ ଓ ମୃତ୍ୟୁ ସଂଖ୍ୟା ୨୪,୫୪୩, ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୭,୪୨୮ ଓ ମୃତ୍ୟୁ ସଂଖ୍ୟା ୨୮,୨୩୬, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୩୦୫ ଓ ମୃତ୍ୟୁ ସଂଖ୍ୟା ୨୪,୫୯୪, ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪,୦୭୭ ଓ ମୃତ୍ୟୁ ସଂଖ୍ୟା ୬,୭୩୬, ଇଂଲଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୮,୬୮୫ ଓ ମୃତ୍ୟୁ ସଂଖ୍ୟା ୨୭,୫୧୦ରେ ପହଞ୍ଚଛି ।

LEAVE A REPLY

Please enter your comment!
Please enter your name here