Spread the love

ନୁଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଆଳୁ, ପିଆଜ, ତେଲ ଓ ଡାଲିକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ବାଦ ଦେଇଛନ୍ତି । ପୂର୍ବରୁ ଉପରୋକ୍ତ ଦ୍ରବ୍ୟ ଗୁଡ଼ିକ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପରିସରଭୁକ୍ତ ଥିଲା । ବିଭିନ୍ନ ଜରୁରୀ ପରିସ୍ଥିତିରେ ସରକାର ଏଗୁଡ଼ିକର ଯୋଗାଣ ଓ ବିକ୍ରୟ ନିୟନ୍ତ୍ରଣ କରୁଥିଲେ । ଏବେ କେବଳ ଯୁଦ୍ଧ ଭଳି ପରିସ୍ଥିତିରେ ହିଁ ଆଇନରେ ପରିବର୍ତ୍ତନ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here