Spread the love

ନୁଆଦିଲ୍ଲୀ: ଇନଫୋସିସ ସିଇଓ ସଲିଲ ପାରେଖଙ୍କ ଦରମା ଓ ଭତ୍ତା ୨୦୧୯-୨୦ ବର୍ଷରେ ୨୭ ପ୍ରତିଶତ ବୃଦ୍ଧି ପାଇଛି । ୧୮-୧୯ ବର୍ଷରେ ସେ ୪.୮ ମିଲିୟନ ଡଲାର ଦରମା ପାଇଥିଲା ବେଳେ ୧୯-୨୦ରେ ୬.୧ ମିଲିୟନ ଡଲାର ପାଇଛନ୍ତି । ସୁଚନାଯୋଗ୍ୟ ଯେ ଇନଫୋସିସି ଅଧ୍ୟକ୍ଷ ନନ୍ଦନ ନିଲେକାନୀ ସଂସ୍ଥାରୁ ଟଙ୍କାଟିଏ ଦରମା ନେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here