Spread the love

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଓ ତିନି କ୍ୟାବିନେଟ ସହଯୋଗୀ ସୋମବାରଠାରୁ ସଙ୍ଗରୋଧରେ ଅଛନ୍ତି । ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, ତାଙ୍କ ପତ୍ନୀ ଓ ଅନ୍ୟ ୨୧ ଜଣ ବ୍ୟକ୍ତି ରବିବାର କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଏମାନେ ସମସ୍ତେ ଗୋଟିଏ କୋଠାରେ ରହୁଥିଲେ । ମୁଖ୍ୟମନ୍ତ୍ରୀ ରାୱତ ଓ ତାଙ୍କ ସହଯୋଗୀ ଗତ ସପ୍ତାହରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ହରକ ସିଂହ ରାୱତ, ମଦନ କୌସିକ ଓ ସୁବୋଧ ୟୁନିୟାଲ ସଙ୍ଗରୋଧରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here