Spread the love

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି । ରାଷ୍ଟ୍ରପତି ଭବନରେ ନିଯୁକ୍ତ ଆସିଷ୍ଟାଣ୍ଟ ଏସିପି କରୋନା ଭୂତାଣୁ ପରୀକ୍ଷା କରି ଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ବାସଭବନର ଅନେକ ପୋଲିସ ଏବଂ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ସଂକ୍ରମିତ ବରିଷ୍ଠ ଅଧିକାରୀଙ୍କ କାର୍ୟ୍ୟାଳୟ ରାଷ୍ଟ୍ରପତି ଭବନ ଭିତରେ ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here