Spread the love

ନୂଆଦିଲ୍ଲୀ
ଜାମ୍ମୁକାଶ୍ମୀର ପୁଲବାମା ଜିଲ୍ଲାର ତ୍ରାଲରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀ ନିହତ ହୋଇଛି । ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ତ୍ରାଲର ଅବନ୍ତିପୋରା ଅଞ୍ଚଳର ସିମୋହି ଗ୍ରାମରେ ସେନା ଏବଂ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ନିହତ ହୋଇଛି । ଏବେ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି । ଶନିବାରରୁ ଏବେ ସୁଦ୍ଧା ତ୍ରାଲରେ ତିନୋଟି ଏନକାଉଣ୍ଟର ହେଲାଣି ।

LEAVE A REPLY

Please enter your comment!
Please enter your name here