Spread the love

ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ସର୍ବଭାରତୀୟ ଆର‌୍ୟୁବିଜ୍ଞାନ ସସ୍ଥାନ(ଏମ୍ସ)ର ୪ ଜଣ ଡାକ୍ତର ଏବଂ ୨ ଜଣ ଆଟେଣ୍ଡାଣ୍ଟଙ୍କୁ ସୋମବାର ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ମୁମ୍ବାଇର ଜଣେ ଟ୍ରକ ଚାଳକ ଦୁର୍ଘଟଣାର ଶିକାର ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ । ପରେ ଏହି ଡ୍ରାଇଭରଙ୍କ ସ୍ୱାବ ନମୂନା କରୋନା ପଜିଟିଭ ଆସିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here