Spread the love

କଟକ,ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନୂତନ ଅଧ୍ୟକ୍ଷ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ନିଯୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରୁ ଜଣାପଡ଼ିଛି । ଡାକ୍ତର ହୋତା ଡାକ୍ତର ଜୟଶ୍ରୀ ମହାନ୍ତିଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଡାକ୍ତର ହୋତା କିଡନୀ ପ୍ରତିରୋପଣ ଓ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଏସସିବି ପାଇଁ ସୁନାମ ଆଣିଛନ୍ତି । ୨୦୧୭ ମସିହାରେ ତାଙ୍କୁ ସମ୍ମାନଜନକ ବିସି ରାୟ ସମ୍ମାନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here