Spread the love

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ପାଇଁ ସରକାର ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷାର ଅନଲାଇନ ଫର୍ମ ପୁରଣ ତାରିଖ ମଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ପରୀକ୍ଷା ଦେୟ ପ୍ରଦାନ ତାରିଖ ଜୁନ ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମଇ ୧୭ ପରେ ପରିସ୍ଥତିର ସମୀକ୍ଷା କରି ପରୀକ୍ଷା ତାରିଖ ଓ କେନ୍ଦ୍ର ସମ୍ପର୍କରେ ଯଥାସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here