Spread the love

ଭୁବନେଶ୍ୱର: ଓଡ଼ିଶାରେ ରବିବର ରେକର୍ଡ ସଂଖ୍ୟକ ୧୭୮ ଜଣ କରୋନା (କୋଭିଡ୍-୧୯) ରୋଗୀ ସୁସ୍ଥ ହୋଇଛନ୍ତି, ଫଳରେ ଏଯାବତ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୮୯୪ ଜଣ । ରବିବାର ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ୩୯ ଜଣ ଖୋର୍ଦ୍ଧାରୁ ଥିବାବେଳେ ଗଜପତୀରୁ ୨୩, ନୂଆପଡାରୁ ୨୨, ଭଦ୍ରକରୁ ୧୭, ନୟାଗଡରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୯, କନ୍ଧମାଳରୁ ୯, ସୁନ୍ଦରଗଡରୁ ୬ ଓ ବାଲେଶ୍ୱରରୁ ୪ ଜଣ ଭଲହୋଇଛନ୍ତି । ବଲାଙ୍ଗୀର, କଟକ ଓ ମାଲକାନାଗିରିରୁ ୨ ଜଣ ଲେଖାଏଁ ଭଲହୋଇଥିବା ବେଳେ ପୁରୀ, ନବରଂଗପୁର, ଝାରସୁଗୁଡା ଓ ଜଗତସିଂହପୁର ରୁ ୧ ଜଣ ଲେଖାଏଁ ଭଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here