Spread the love

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଜା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ଜ୍ଝ ଏ ପର୍ୟ୍ୟନ୍ତ ରାଜ୍ୟରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୨୦୫୯୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୪ ତାରିଖରେ ସମୁଦାୟ ୨୧୪୧ଟି ନମୁନା ପରୀକ୍ଷା ହୋଇଛି ଜ୍ଝ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୪ଜଣ କରୋନା ପଜିଟିଭ ଆକ୍ରାନ୍ତଙ୍କ ବାବଦରେ ଜଣାପଡିଥିବାବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ଜ୍ଝ ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ ୬୦ଟି ସକ୍ରିୟ କେସ ରହିଛି ଜ୍ଝ ତେବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରୋଗୀଙ୍କ ବୟସ ୧୫ରୁ ୪୦ ବର୍ଷ ବୋଲି ଜଣାପଡିଛି ଜ୍ଝ ସମୁଦାୟ ୯୪ ପଜିଟିଭଙ୍କ ମଧ୍ୟରୁ ୪୫ ଜଣ ୧୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବାବେଳେ ୨୮ ଜଣ ୪୧ରୁ ୬୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି

LEAVE A REPLY

Please enter your comment!
Please enter your name here