Spread the love

କଟକ
ଜମାଟୋ କଟକରେ ଆଜି ଠାରୁ ମଦର ହୋମ ଡେଲିଭରି ଆରମ୍ଭ କରିଛି । ଉଭୟ ଠିପି ଖୋଲା ଏବଂ ବନ୍ଦ ଦୋକାନାରୁ ଏହି ଡେଲିଭରି ହେବ । ତେବେ ପୂର୍ବରୁ ଜମାଟୋ ଦ୍ୱାରା ମଦ ଡେଲିଭରିକୁ ବ୍ୟବସାୟୀ ସଂଘ ତୀବ୍ର ବିରୋଧ କରୁଥିଲା । ମାତ୍ର ଉଭୟଙ୍କ ମଧ୍ୟରେ ଆଲଚୋନା ହେବା ପରେ ଜମାଟୋ ମଦ ଡେଲିଭରି ଆରମ୍ଭ କରିଦେଇଛି । ପୂର୍ବ ନିର୍ଧାରିତ ସମୟ ସକାଳ ୭ଟାରୁ ୧ ପର୍ଯ୍ୟନ୍ତ ଅର୍ଡର ରଖିବା ପରେ ୧ଟା ପରେ ଡେଲିଭରି ଆରମ୍ଭ କରିଛି ଜମାଟୋ ।

LEAVE A REPLY

Please enter your comment!
Please enter your name here