Blood sample tube positive with COVID-19 or novel coronavirus 2019 found in Wuhan, China
Spread the love

କଟକ: ସୋମବାର ସଂନ୍ଧ୍ୟାରେ କଟକ ଜିଲ୍ଲା ପାଇଁ ଏକ ଅଶୁଭ ଖବର ଜଣାପଡିଛି । ୫୨ ଜଣ ନୂଆ ପଜେଟିଭ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁଯାୟୀ ମୁଣ୍ଡଳି ସ୍ଥିତ ଏନ୍.ଡି.ଆର୍.ଏଫ୍. କ୍ୟାମ୍ପରୁ ୪୯ ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ବଡମ୍ବାରୁ ୨ ଓ ନିଶ୍ଚିତକୋଇଲି ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏଭଳି ଏକ ସୁଚନା ସମଗ୍ର କଟକବାସୀଙ୍କ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଠି କରିଛି ।

LEAVE A REPLY

Please enter your comment!
Please enter your name here