Spread the love

କଟକ : କଟକ ସହରକୁ ସମ୍ପୂର୍ଣ୍ଣ ବିଶୋଧିତ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚରୀଙ୍କ ସ୍କ୍ରିନିଂ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଦିଲ୍ଲୀପ ରାୟ ଦାୟର କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅଗ୍ନିଶମ ବାହିନୀ ଓ ପୁଲିସଙ୍କ ସହାୟତାରେ ଉକ୍ତ ସ୍ଥାନ ଗୁଡ଼ିକୁ ବିଶୋଧିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here