Spread the love

କଟକ: ମଙ୍ଗଳବାର କଟକ ସହରରୁ ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।ଚିହ୍ନଟଙ୍କ ମଧ୍ୟରୁ ୬୮ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ବର୍ତ୍ତମାନ ସୁଦ୍ଧା କଟକ ସହରରେ ୧୭୯୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୧୪ଜଣ ସୁସ୍ଥ ହୋଇଛନ୍ତି । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୮୭୦ଟି କେସ୍ ସକ୍ରିୟ ରହିଛି ।

LEAVE A REPLY

Please enter your comment!
Please enter your name here