Spread the love

କଟକ : କଟକ ସହରରେ ଆଜି ମୋଟ ୧୮୪ଜଣ କୋଭିଡ ରୋଗୀଙ୍କୁ ନୂଆ କରି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୫୭ ଘରୋଇ ସଙ୍ଗରୋଧରେ ରହିଥିବା ବେଳେ ୫୦ଜଣ ସରକାରୀ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ସି.ଏମ୍‌.ସି. କହିବା ଅନୁଯାୟୀ ସ୍ଥାନୀୟ ସଂକ୍ରମଣରୁ ମୋଟ ୭୭ଜଣଙ୍କୁ ଚିହ୍ନଟ କରାଯାଇଛି । ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ କି ପ୍ରକାର ପଦକ୍ଷେପ ନେବ ଏହାକୁ ରୋକିବା ପାଇଁ ତାହା ଏବେ ଚାଲେଞ୍ଜ ଭଳି ହୋଇଛି । ତେବେ ନିମ୍ନରେ କେଉଁ ଅଞ୍ଚଳରୁ କେତେ ବଢ଼ିଲେ ତାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା ।

LEAVE A REPLY

Please enter your comment!
Please enter your name here