Spread the love

ଭୁବନେଶ୍ୱର: ଗଞ୍ଜମର ଜଣେ ୫୫ ବର୍ଷର ବ୍ୟକ୍ତିଙ୍କର କରୋନା (କୋଭିଡ୍-୧୯) ରେ ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ଗଞ୍ଜାମ ସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବାବେଳେ ରବିବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା । ସେ ପୂର୍ବରୁ ଯକ୍ଷ୍ମା ରୋଗରେ ପିଡିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦର୍ଶାଯାଇଅଛି । ବର୍ତ୍ତମାନ ରାଜ୍ୟରେ କରୋନା (କୋଭିଡ୍-୧୯) ମୃତକଙ୍କ ସଂଖ୍ୟା ୮ ।

LEAVE A REPLY

Please enter your comment!
Please enter your name here