Spread the love

ଭୁବନେଶ୍ୱର
ରାଜ୍ୟରେ ମହାମାରୀ କରୋନା ଭାଇରସର ପ୍ରକପୋ କମିବାର ନା ନେଉନି । ଏଥିରେ ଆକ୍ରାନ୍ତ ହୋଇ କଟକ ଜିଲ୍ଲାର ଜଣେ ୭୫ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ସ୍ୱାବ ନମୂନା ପଜିଟିଭ ଆସିଥିଲା । ସେ ଅନେକ ରୋଗରେ ଆକ୍ରାନ୍ତ ଥିଲା ବୋଲି ସ୍ୱାସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here