Spread the love

ମୁମ୍ବାଇ: ମହାମାରୀ କରୋନା ଭାଇରସ ରେ ଆକ୍ରାନ୍ତ ହୋଇ ବଲିଉଡ୍ ସିନେମା ନିର୍ମାତା ଅନିଲ ସୁରୀ(୭୭) ମୃତ୍ୟୁବରଣ କରିଛନ୍ତି । ସେ ରେଖାଙ୍କ ଅଭିନୀତ କର୍ମଯୋଗୀ, ରାଜ କୁମାର, ରାଜ ତିଲକ୍ ଆଦି ମୁଭି ନିର୍ମାଣ କରିଛନ୍ତି । ତାଙ୍କ ଭାଇ ତଥା ସିନେ ନିର୍ମାତା ରାଜୀବ ସୂରୀ କହିଛନ୍ତି ଯେ ଜୁନ ୨ରେ ସେ ଅସୁସ୍ଥତା ଅନୁଭବ କରିଥିଲେ। କିନ୍ତୁ ତା ପର ଦିନ ତାଙ୍କର ନିଃଶ୍ୱାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥିଲା । ପରେ ଚିକିତ୍ସା ଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here