Spread the love

ଭୁବନେଶ୍ୱର: ଆଜି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୧୪୩ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୪୧(ଗୁଜରାଟରୁ ୧୦,ମହାରାଷ୍ଟ୍ରରୁ ୪,ଆନ୍ଧ୍ରପ୍ରଦେଶରୁ ଜଣେ ଏବଂ ଗୁଜରାଟରୁ ୨୧ ଫେରନ୍ତା ହୋମ ସଙ୍ଗରୋଧରେ ଥିଲେ ଏବଂ ୫ ସ୍ଥାନୀୟ), ତାମିଲନାଡୁରୁ ଫେରଥିବା ଦେଓଗଡର ଜଣେ, ଖୋର୍ଧାର ୦୩(୨ ମହାରାଷ୍ଟ୍ର ଏବଂ ଜଣେ କର୍ଣାଟକ ଫେରନ୍ତା), କେନ୍ଦ୍ରାପଡାର ୦୯(୫ ଗୁଜରାଟ, ୨ ମହାରାଷ୍ଟ୍ର ଏବଂ ୨ ତାମିଲନାଡୁ ଫେରନ୍ତା),ନୂଆପଡା ୦୮(ମହାରାଷ୍ଟ୍ରଫେରନ୍ତା), ସୋନପୁରରୁ ୧୭( ଗୁଜରାଟ ୩,ତାମିଲନାଡୁ ୮, ତେଲେଙ୍ଗାନା ଫେରନ୍ତା ଓ ୩ ସ୍ଥାନୀୟ),ମୟୁରଭଞ୍ଜରୁ ୮( ମହାରାଷ୍ଟ୍ରରୁ ୬. ତେଲେଙ୍ଗାନାରୁ ଜଣେ ଏବଂ ଜଣେ ଦିଲ୍ଲୀ ଫେରନ୍ତା), ଦିଲ୍ଲୀରୁ ଫେରିଥିବା ରାୟଗଡାର ଜଣେ, ଅନୁଗୁଳର ୩( ମହାରାଷ୍ଟ୍ରରୁ ଜଣେ ଏବଂ ଜଣେ କର୍ଣାଟକ ଫେରନ୍ତା), ବାଲେଶ୍ୱରର ୨୪(୨୩ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଜଣେ ସ୍ଥାନୀୟ), ଭଦ୍ରକରୁ ୩(ତାମିଲନାଡୁ,ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଫେରନ୍ତା), ସମ୍ବଲପୁରର ୩(ତେଲେଙ୍ଗାନା,ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଫେରନ୍ତା), ଗୁଜରାଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା କଳାହାଣ୍ଡିର ଜଣେ, ଗଜପତିର ୪(ତେଲେଙ୍ଗାନାରୁ ୨,ଆନ୍ଧ୍ର ଏବଂ ତେଲେଙ୍ଗାନା ଫେରନ୍ତା) ସୁନ୍ଦରଗଡର ୪(ମହାରାଷ୍ଟ୍ର ଏବଂ ଆନ୍ଧ୍ର ଫେରନ୍ତା ଜଣେ ଲେଖାଏଁ ଏବଂ ୨ ଜଣ ସ୍ଥାନୀୟ) ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୩୧ ଜଣଙ୍କୁ ସ୍ଥାନୀୟ ଅ ଳରୁ ଚିହ୍ନଟ କରାଯାଇଛି । ଏବେ ଆକ୍ରାନ୍ତଙ୍କ କ ୍ରାକ୍ଟ ଟ୍ରେସିଂ ଲାଗି ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here