Spread the love

ଭୁବନେଶ୍ୱର : କୋଭିଡ୍-୧୯ର ମୁକାବିଲା ପାଇଁ ଭୁବନେଶ୍ୱର ମଦନପୁର ସ୍ଥିତ ଗାନ୍ଧୀ ଇଂଜିନିୟରିଂ କଲେଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜିଇସି ପକ୍ଷରୁ ଉପାଧ୍ୟକ୍ଷ ଇଂ. ମାନସ ପଣ୍ଡା ସହାୟତା ବାବଦ ଚେକ୍ ରିଲିଫ୍ ପାଣ୍ଠିର ସ୍ୱତନ୍ତ୍ର ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here