Spread the love

ନୂଆଦିଲ୍ଲୀ :ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରଥିବା କରୋନା ଭାଇରସକୁୁ ପ୍ରତିହତ କରିବା ବିଭିନ୍ନ ଔଷଧ ଉପରେ ଗବେଷଣା ଜାରି ରହିଛି । ଏବେ ଏହି ସଂକ୍ରମଣକୁ ରୋକିବା ଲାଗି ଆୟୁଷ ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଧନ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆୟୁଷ ମେଡିସିନର ପରୀକ୍ଷଣ କରାଯାଇଛି । ଏହି ମେଡିିସିନ ପାଇଁ ଅଶ୍ୱଗନ୍ଧା, ଗୁଡୁଚି ପିପ୍ପଳୀ, ଜଷ୍ଟିମଧୁ ଏବଂ ଆୟୁଷ-୬୪ର ଭଳି ମେଡିସିନର ପରୀକ୍ଷା କରଯାଉଛି । ଏହା କରୋନା ମୁକାବିଲାରେ ସଫଳ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here