Spread the love

ନୁଆଦିଲ୍ଲୀ: କୋଭିଡ଼-୧୯ ବା କରୋନା ମହାମାରୀର ମୁକାବିଲା ପାଇଁ ଆମକୁ ଆତ୍ମନୀର୍ଭରଶୀଳ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶୁକ୍ରବାର ଦେଶର ସରପଂଚଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଜନା ବେଳେ ମୋଦୀ କହିଛନ୍ତି ଯେ ସାମାଜିକ ଦୁରତ୍ୱକୁ ଦୋ ଗଜ୍ କି ଦୁରି ପରି ସହଜ ଭାଷାରେ ଲୋକଙ୍କୁ ବୁଝାଇବାକୁ ପଡ଼ିବ । ଏହି ମହାମାରୀର ମୁକାବିଲା ପାଇଁ ଗ୍ରାମାଂଚଳ ଲୋକଙ୍କୁ ନିଜ ଆବଶ୍ୟକତା ପାଇଁ ଆତ୍ମନୀର୍ଭରଶୀଳ ହେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here