Spread the love

ନୂଆଦିଲ୍ଲୀ
ଉତ୍ତର ସିକିମର ଲୁଗନାକ ଲା ଅଞ୍ଚଳରେ ହିମ ସ୍ଖଳନ ହେବାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରର୍ବଟ ଟିଏ ଓ ଯବାନ ସାପ୍ପର ସପାଲା ଶହୀଦ ହୋଇଛନ୍ତି । ସୂଚନା ଅନୁଯାୟୀ ସେନାର ଏକ ଟିମ ପାଟ୍ରୋଲି ଂ କରୁଥିବା ସମୟରେ ହଠାତ ହିମ ସ୍ଖଳନ ହେବାରୁୁ ୧୮ ଯବାନ ବରଫ ତଳେ ଚାପି ହୋଇ ରହିିଥିଲେ ।ପରେ ଉଦ୍ଧାରକାରୀ ଦଳ ପହଞ୍ଚି ୧୬ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବାବେଳେ ୨ ଯବାନ ଶହୀଦ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here