Spread the love

ଭୁବନେଶ୍ୱର: କେନ୍ଦ୍ର ସରକାର ୦୮ ଜୁଲାଇ (ସୋମବାର)ଠାରୁ ଦେଶର ପ୍ରମୁଖ ଐତିହାସିକ କୀର୍ତ୍ତି ସାଜିଥିବା ୮୨୦ଟି ଧର୍ମାନୁଷ୍ଠାନ ଓ ଦର୍ଶନୀୟ ସ୍ଥାନକୁ ସାଧାରଣ ଲୋକଙ୍କ ନିମତେ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ସେଥିରେ ଓଡ଼ିଶାର ବିଭିନ୍ନ ମନ୍ଦିର ସହ ଶ୍ରୀମନ୍ଦୀର ମଧ୍ୟ ରହିଛି । ତେବେ ରାଜ୍ୟରେ କୌଣସି ଧର୍ମାନୁଷ୍ଠାନ ସୋମବାରଠାରୁ ଖୋଲାଜିବ ନାହିଁ ବୋଲି ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here