Spread the love

ଖୋର୍ଦ୍ଧା: ସ୍ଥାନିୟ ଜିଲ୍ଲା ପ୍ରସାସନ ପ୍ରବାସୀମାନଙ୍କର ସଙ୍ଘରୋଧ ସମୟକୁ ୭ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପୂର୍ବରୁ ପ୍ରବାସୀମାନଙ୍କୁ ସରକାର ୭ ଦିନ ସଙ୍ଘରୋଧ ରହିବା ପାଇଁ ନିର୍ଦ୍ଦେଶ ରହିଥିଲା । ତେବେ ୭ ଦିନ ପରେ କିଛି ପ୍ରବାସୀଙ୍କର କୋଭିଡ୍-୧୯ ପଜେଟିଭ୍ ରିପୋର୍ଟ ଆସିଥିବାରୁ ଏଭଳି ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ କୁହାଯାଇଅଛି । ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ସମସ୍ତ ବି.ଡି.ଓ. ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here