Spread the love

ନୂଆଦିଲ୍ଲୀ: କୋଭିଡ୍-୧୯ ନିୟମ ଉଲ୍ଲଂଘନ ଅଭିଯୋଗ ଆସିବା ପରେ ବିଖ୍ୟାତ ଶ୍ରୀ ଗଙ୍ଗାରାମ୍ ହସ୍ପିଟାଲ୍ ବିରୁଦ୍ଧରେ ଏତେଲା ରୁଜ୍ଜୁ ହୋଇଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଭିଯୋଗରେ ଗଙ୍ଗାରାମ୍ ହସ୍ପିଟାଲ୍ କୋଭିଡ୍-୧୯ ନିୟମର ଖିଲାପ କରିଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here