Spread the love

ବ୍ରହ୍ମପୁର: ବଡପାଲି ଗ୍ରାମ ପଞ୍ଚାୟତର ୯ ଟି ଗାଁ କୁ କଣ୍ଟେନମେଣ୍ଟ୍ ଅଞ୍ଚଳ ଭାବେ ଘୋଷଣା କରାଯାଇଛି, ଏଥିସହ ଅନ୍ୟ ୧୦ ଗାଁ କୁ ମଧ୍ୟ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଇତି ମଧ୍ୟରେ ଏହି ସମସ୍ତ ଗାଁ ର ୧୨ ଜଣକୁ ସଂଙ୍ଘରୋଦ କେନ୍ଦ୍ରରେ ଥିବାବେଳେ କରୋଣା ସଂକ୍ରମିତ ହୋଇଥିବା ଜଣାପଡିଥିଲା, ଫଳରେ ଜିଲ୍ଲା ପ୍ରସାସନ ଏଭଲି ପଦକ୍ଷେପ ନେଇଥିବାର କୁହାଯାଇଛି ।

LEAVE A REPLY

Please enter your comment!
Please enter your name here