Spread the love

ଭୁବନେଶ୍ୱର:ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟ। ଦି୍ଗୁଣିତ ହେବାରୁ ରାଜ୍ୟ ସରକାର ଗୁରୁବାର ଗଞ୍ଜାମ ଜିଲ୍ଲାକୁ ରେଡ ଜୋନରେ ସାମିଲ କରିଛନ୍ତି । ଏହା ସହିତ ଜଗତସିଂହପୁର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ ଆଜି ଗଞ୍ଜାମର ୧୭ ଏବଂ ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଲୋକ ଏବଂ ବୁଧବାର ଜଗତସିଂହପୁରର ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here