Spread the love

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଗୋଟିଏ ଦିନରେ ୫୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୨ଜଣ ସୁସ୍ଥ ହୋଇଥିଲା ବେଳେ ବାଲେଶ୍ୱରରେ ୧୫, ଭଦ୍ରକରେ ୫, ଯାଜପୁରରେ ୩, ବୌଦ୍ଧରେ ୩, ରାଉରକେଲା(ସୁନ୍ଦରଗଡ଼) ଓ ମୟୁରଭଞ୍ଜରେ ଜଣେ ଲେଖା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୁଚନା ଦିଆଯାଇଛି । ଏ ଯାବତ ରାଜ୍ୟରେ ମୋଟ ୩୯୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here